ଦିନାନ୍ତେ Dinānte

  • ଦେ. ଅ — ସନ୍ଧ୍ୟା ବେଳେ — At eve; in the evening
  • ଦେ. ଅ — ପ୍ରତିଦିନ — Daily; every day
  • ଦେ. ଅ — (ଯଥା—ମତେ ଦିନାନ୍ତେ ଥରେ ମୁଠାଏ ଖାଇବାକୁ ମିଳିଲେ ତ ଭାବନା ନ ଥିଲା।)