ଦିନାଦି Dinādi

  • ସଂ. ବି. (ଦିନ+ଆଦି; 6 ଷ୍ଠୀ ତତ୍) — ପ୍ରାତଃକାଳ; ଦିବସର ଆଦ୍ୟ ଭାଗ — The beginning of the day; morning; dawn
  • ଦେ. ବିଣ — ଦୈନିକ — Daily
  • ଦେ. ଅ — ପ୍ରତ୍ୟହ; ପ୍ରତି ଦିନ — Daily; every day
  • ଦେ. ଅ — (ଯଥା—ତାଙ୍କର ଦିନାଦି ଟ 3 ଖରଚ ହୁଏ।) — (ଯଥା—ତାଙ୍କର ଦିନାଦି ଟ3ଖରଚ ହୁଏ)