ଦିନମାନ Dinamāna

  • ସଂ. ବି. (ଦିନ+ମାନ=ପରିମାଣ; 6 ଷ୍ଠୀ ତତ୍) — (ଜ୍ୟୋତିଷ) କୌଣସି ଦିବସର ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟର ପରିମାଣ — (astronomy) The length of a day; the time between the sunrise and the sunset of a day
  • ସଂ. ବି. (ଦିନ+ମାନ=ପରିମାଣ; 6 ଷ୍ଠୀ ତତ୍) — [ଦ୍ର—ସୂର୍ଯ୍ୟ ବିଷୁବରେଖା ଉପରେ ଥିବାବେଳେ ଦିନ 12 ଘଣ୍ଟା ଓ ରାତି 12 ଘଣ୍ଟା ହୁଏ, କିନ୍ତୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଅନୁସାରେ ଦିବସର କ୍ଷୟ ବୃଦ୍ଧି ହୁଏ ଓ ଦିନ କ୍ରମଶଃ ଯଥାକ୍ରମେ କ୍ରମେ ଓ ବଢ଼େ। ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାନ୍ତ ପର୍ଯ୍ୟନ୍ତ କାଳ ଯେତେ ଦଣ୍ଡ ଯେତେ ଲିତା ହୁଏ ତାକୁ ଦିନମାନ ବୋଲାଯାଏ।] — [ଦ୍ର—ସୂର୍ଯ୍ୟ ବିଷୁବରେଖା ଉପରେ ଥିବାବେଳେ ଦିନ12ଘଣ୍ଟା ଓ ରାତି12ଘଣ୍ଟା ହୁଏ, କିନ୍ତୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଅନୁସାରେ ଦିବସର କ୍ଷୟ ବୃଦ୍ଧି ହୁଏ ଓ ଦିନ କ୍ରମଶଃ ଯଥାକ୍ରମେ କ୍ରମେ ଓ ବଢ଼େ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାନ୍ତ ପର୍ଯ୍ୟନ୍ତ କାଳ ଯେତେ ଦଣ୍ଡ ଯେତେ ଲିତା ହୁଏ ତାକୁ ଦିନମାନ ବୋଲାଯାଏ]
  • ଦେ. ଅ — ଦିନଭର; ଦିନତମାମ — Throughout the day