ଦିନଦିନ ରାତିରାତି Dinadina rātirāti

  • ଦେ. ଅ. (ସଂ. ଦିନ ଓ ରାତ୍ରି) — ଅହର୍ନିଶ; କି ଦିନ କି ରାତି; ଦିନତମାମ ଓ ରାତିତମାମ; ଦିନଯାକ ଓ ରାତିଯାକ — Thoughout day and night
  • ଦେ. ଅ. (ସଂ. ଦିନ ଓ ରାତ୍ରି) — ନିରନ୍ତର; ସର୍ବଦା; ଅବିଶ୍ରାନ୍ତରୂପେ — Incessantly