ଦିନା Dinā

  • ଦେ. ବି. (ସଂଖ୍ୟାବାଚକ ଅନ୍ଯ ଶବ୍ଦ ପୂର୍ବେ ଲାଗେ) — ଦିନ — Day (prefixed to words denoting number)
  • ଦେ. ବି. (ସଂଖ୍ୟାବାଚକ ଅନ୍ଯ ଶବ୍ଦ ପୂର୍ବେ ଲାଗେ) — (ଯଥା—ଦିନାଚାରି; ଦିନାଦୁଇ; ଦିନାକେତେ ଇତ୍ୟାଦି= ଚାରି ଦିନ; ଦୁଇ ଦିନ; କେତେ ଦିନ ଇତ୍ୟାଦି।)
  • ଦେ. ବି. (ସଂଖ୍ୟାବାଚକ ଅନ୍ଯ ଶବ୍ଦ ପୂର୍ବେ ଲାଗେ) — (ଦିନାଇ; ଦିନେଇ; ଦିନୁ—ଆଦରାର୍ଥକ)
  • ଦେ. ବି. (ସଂଖ୍ୟାବାଚକ ଅନ୍ଯ ଶବ୍ଦ ପୂର୍ବେ ଲାଗେ) — (ଦିନୁଆ—ଅନ୍ଯରୂପ)
  • ଦେ. ବି. (ସଂଖ୍ୟାବାଚକ ଅନ୍ଯ ଶବ୍ଦ ପୂର୍ବେ ଲାଗେ) — ଦୀନବନ୍ଧୁ ନାମକ ବ୍ଯକ୍ତିର ଅନାଦରାର୍ଥକ ଡାକ ନାମ — A name for calling Dinabandhu in familiarity