ଦିନ ସାରିବା Dina sāribā

  • ଦେ. କ୍ରି — କାଳ କଟାଇବା — To pass away time
  • ଦେ. କ୍ରି — କାଳ ଯାପନ କରିବାକୁ ଅନ୍ୟକୁ ସୁବିଧା ଓ ସୁଯୋଗ ଦେବା — To cause another to pass his or her days
  • ଦେ. କ୍ରି — ମୁଁ ତ ଯୁବତୀ ଅବଳା ମୋ ଦିନ କେ ସାରିବରେ—ସଙ୍ଗୀତ।