ଦିନ ମଜୁରି Dina majuri

  • ଦେ. ବି. (ସଂ. ଦିନ+ଫା. ମଜୁରୀ) — କୌଣସି କାର୍ଯ୍ୟ କରୁଥିବା ମୂଲିଆଙ୍କୁ ଦୈନିକ ରେଟ୍ରେ ଦିଆ ଯିବା ପ୍ରତିଦିନର ମୂଲ୍ୟ — Daily wages given to labourers
  • ଦେ. ବି. (ସଂ. ଦିନ+ଫା. ମଜୁରୀ) — ଦିନ ମଜୁରିଆ (ଦେଖ) — Dina majuriā (See)