ଦିନ ପତି Dina pati

  • ସଂ. ବି. (ଦିନ+ପତି; 6 ଷ୍ଠୀ ତତ୍) — ସୂର୍ଯ୍ୟ — The sun
  • ସଂ. ବି. (ଦିନ+ପତି; 6 ଷ୍ଠୀ ତତ୍) — ଅରଖ ଗୁଳ୍ମ — Calotropis Gigantea (plant)