ଦିନ ନେବା Dina nebā

  • ଦେ. କ୍ରି — ଅନ୍ୟବ୍ଯକ୍ତିର ସଂସାରଯାତ୍ରା ନିର୍ବାହ କରାଇବା — To cause another person to live in comfort; to cause another to get on in life or spend one's days
  • ଦେ. କ୍ରି — ଘୋଡ଼ା ମୁଣ୍ଡେ ପାଟଫୁଲି ସତେ କି କାଳିଆ ମୋ ଦିନ ନବ ମନ ସିନା ବିଡ଼ୁଥିଲି। ଚଇତିଘୋଡ଼ା ଗୀତ।
  • ଦେ. କ୍ରି — କାଳ ଯାପନ କରିବା — To pass time
  • ଦେ. କ୍ରି — ଧନ ଅରଜନ କଥାକୁ ନ ଜାଣଇ ଜିତେନ୍ଦ୍ରିୟ ହୋଇଣ ଦିନକୁ ନିଅଇ। କୃଷ୍ଣସିଂହ. ମହାଭାରତ ବନ।