ଦିନ ଟାଳିବା Dina ṭāḻibā
- ଦେ. କ୍ରି — ନିର୍ଦ୍ଦିଷ୍ଟ ସମୟକୁ ଅତିକ୍ରାନ୍ତ କରାଇବା — To let the proper time pass away
- ଦେ. କ୍ରି — ଦ୍ୱି ପ୍ରହରବେଳକୁ ଅତିକ୍ରାନ୍ତ କରାଇବା — To cause the noon to pass away
- ଦେ. କ୍ରି — ମକଦମା ଆଦିର ଅନ୍ଯ ତାରିଖ କରିବା — To adjourn (cases etc) to some future date