ଦିନ ଚର୍ଯ୍ୟା Dinacharj̄yā
- ସଂ. ବି. (ଦିନ+ଚର୍ଯ୍ଯା, 6 ଷ୍ଠୀ ତତ୍) — ମନୁଷ୍ୟ ପ୍ରତିଦିନ ସକାଳୁ ଉଠି ଦିନରେ ଓ ରାତିରେ ଯେଉଁ ଯେଉଁ ନିୟମିତ କାର୍ଯ୍ୟମାନ କରେ — Daily conduct or rountined duties of a person
- ସଂ. ବି. (ଦିନ+ଚର୍ଯ୍ଯା, 6 ଷ୍ଠୀ ତତ୍) — (ଦିନଚର୍ଯ୍ଯା; ଯଥା—ଶଯ୍ଯାତ୍ୟାଗ, ମୁଖଧାବନ, ମଳ, ମୂତ୍ର ତ୍ୟାଗ, ଭୋଜନ, ସ୍ନାନ, ଜଳାଦି ପାନ, ଶୟନ ଆଦି କର୍ମ।)