ଦିଡ୍ୟୁତ୍ Didyut

  • ସଂ. ବିଣ. [ଦ୍ୟୁ ଧାତୁ= ଦୀପ୍ତି ପାଇବା+ କର୍ତ୍ତୃ. ଅତ୍ (ଶତୃ)] — ଦୀପ୍ତି ବିଶିଷ୍ଟ — Bright; dazzling; blazing