ଦିଙ୍ମଣ୍ଡଳ Diṅ-maṇḍaḻa

  • ସଂ. ବି. (ଦିକ୍+ମଣ୍ଡଳ; 6 ଷ୍ଠୀ ତତ୍) — ଦିଗମାନଙ୍କର ଚକ୍ରାକାର ଶେଷସୀମା ଯାହାକି ଆଖିକୁ ଦେଖା— ଯାଏ; ଦିକ୍ଚକ୍ର; ଦିଗ୍ବଳୟ — Horizon