ଦିଗ୍ଭ୍ରମ Dig-bhrama

  • ସଂ. ବି. (ଦିକ୍+ଭ୍ରମ; 6 ଷ୍ଠୀ ତତ୍) — ଦିଗ ନିର୍ଣ୍ଣୟ କରିବା ସମ୍ବନ୍ଧେ ଭ୍ରାନ୍ତି — Mistake respecting the identity of the points of the compass