ଦିଗ୍ବିଦିଗ୍ ଜ୍ଞାନଶୂନ୍ୟ Dig-bidig jn̄ānaṡūnya
- ସଂ. ବିଣ. ପୁଂ — ଯେଉଁ ଲୋକ ପୃଥିବୀର 4 ଦିଗ ଓ 4 ବିଦିଗର ନାମ ଜାଣେ ନାହିଁ — ଯେଉଁ ଲୋକ ପୃଥିବୀର4ଦିଗ ଓ4ବିଦିଗର ନାମ ଜାଣେ ନାହିଁ— . Ignorant of the knowledge of the various points of the compass
- ସଂ. ବିଣ. ପୁଂ — ଭଲ ମନ୍ଦ ଜ୍ଞାନଶୂନ୍ଯ (ବ୍ଯକ୍ତି); ଗୁରୁଲଘୁଜ୍ଞାନଶୂନ୍ଯ; କର୍ତ୍ତବ୍ୟାକର୍ତ୍ତବ୍ୟ ବିଚାରଶୂନ୍ଯ — Unable to distinguish right from wrong; void of discriminating power
- ସଂ. ବିଣ. ପୁଂ — କୌଣସି କାର୍ଯ୍ୟର ଭବିଷ୍ୟତ୍ ଫଳାଫଳ ସମ୍ବନ୍ଧେ ବିଚାର— ଶୂନ୍ଯ — Rash; devoid of common sense
- ସଂ. ବିଣ. ପୁଂ — କିଂକର୍ତ୍ତବ୍ୟ ବିମୂଢ଼ — Unable to settle what to do; dumfounded