ଦିଗ୍ବିଜୟ Dig-bijaya

  • ସଂ. ବି. (ଦିକ୍+ବିଜୟ; 6 ଷ୍ଠୀ ତତ୍) — >ବିଦ୍ଯା, ବୁଦ୍ଧି ବା ବଳ ଦ୍ୱାରା ସବୁ ଦିଗରୁ ଅଧିକାର ବା ଜୟ କରିବା — Conquest of the world (whenever one goes) through one's prowess or learning
  • ସଂ. ବି. (ଦିକ୍+ବିଜୟ; 6 ଷ୍ଠୀ ତତ୍) — [ଦ୍ର—ପ୍ରାଚୀନ କାଳରେ ରାଜାମାନେ ନିଜ ନିଜର ବୀରତା ଜଗତରେ ଘୋଷଣା କରିବା ପାଇଁ ଦେଶଦେଶାନ୍ତରକୁ ସୈନ୍ୟସହ ଯାତ୍ରା କରି ସେହି ସେହି ଦେଶର ରାଜାମାନଙ୍କ ସଙ୍ଗେ ଯୁଦ୍ଧ କରି ଜୟ ଲାଭ କରି ନିଜ ରାଜ୍ୟକୁ ଫେରି ଆସୁଥିଲେ।]