ଦିଗ୍ବାରଣ ଖୁଣ୍ଟ Dig-bāraṇa khuṇṭa
- ଦେ. ବି. — ଜାହାଜର ମାସ୍ତୁଲ — The mast of a ship
- ଦେ. ବି. — ଯେଉଁ ଉଚ୍ଚ ଖୁଣ୍ଟ ଉପରେ ଚଢ଼ି ଦିଗ୍ନିର୍ଣ୍ଣୟ କରାଯାଏ — A high post getting up over which people ascertain the directions of the earth
- ଦେ. ବି. — ଯେଉଁ ଉଚ୍ଚ ଖୁଣ୍ଟ ବା ମାସ୍ତୁଲ ଉପରେ ଦିଗ୍ନିର୍ଣ୍ଣାୟକ ଚାରି ଖଣ୍ଡି ବା ଆଠ ଖଣ୍ଡି କାଠି ଥାଏ — A high post or the mast of a ship on the top of which 4 or 8 pieces of sticks are fixed crosswise, pointing the direction