ଦିଗ୍ବସନ Dig-basana

  • ସଂ. ବିଣ. ପୁଂ. (ଦିକ୍+ବସନ, ଯାହାର; ବହୁବ୍ରୀହି) — ଦିଗମ୍ବର; ଉଲଙ୍ଗ; ଲଙ୍ଗଳା; ନଗ୍ନ — Naked; nude
  • ବି. ପୁଂ — ମହାଦେବ — Ṡiba