ଦିଗ୍ଦର୍ଶନ Dig-darṡana

  • ସଂ.ବି. (ଦିକ୍+ଦର୍ଶନ) — ବହୁଦର୍ଶିତା; ଅଭିଜ୍ଞତା — Experience; thorough knowledge
  • ସଂ.ବି. (ଦିକ୍+ଦର୍ଶନ) — ଦିଗମାନଙ୍କର ନିର୍ଣ୍ଣୟ — The ascertainment of the points of the compass
  • ସଂ.ବି. (ଦିକ୍+ଦର୍ଶନ) — ଦିକ୍ ନିର୍ଣୟ କରିବା ଯନ୍ତ୍ର — Mariner's compass
  • ସଂ.ବି. (ଦିକ୍+ଦର୍ଶନ) — ସୂଚନା — Insinuation; indication
  • ସଂ.ବି. (ଦିକ୍+ଦର୍ଶନ) — ଉଦାହରଣ ସ୍ୱରୂପ ସୂଚିତ ବିଷୟ — Any thing indicated as an illustration
  • ସଂ.ବି. (ଦିକ୍+ଦର୍ଶନ) — ନମୁନା — Specimen
  • ବିଣ — ଯାହାଦ୍ୱାରା ଦିଗମାନ ନିର୍ଣ୍ଣିତ ହୁଏ — Showing the directions or points of the compass