ଦିଗ୍ଜ୍ଞାନ Dig-jn̄āna

  • ସଂ.ବି. (ଦିକ୍+ଜ୍ଞାନ; 6 ଷ୍ଠୀ ତତ୍) — ପୃଥିବୀର ଦିଗମାନ ନିର୍ଣ୍ଣୟ କରିବାର ଜ୍ଞାନ — The knowledge of the points of the compass
  • ସଂ.ବି. (ଦିକ୍+ଜ୍ଞାନ; 6 ଷ୍ଠୀ ତତ୍) — ଅଳ୍ପ ମାତ୍ର ଜ୍ଞାନ; ସାମାନ୍ୟ ଜ୍ଞାନ — Slight or superficial knowledge