ଦିଗ୍ଗଜ Diggaja

  • ସଂ. ବି. (ଦିକ୍+ଗଜ; 6 ଷ୍ଠୀ ତତ୍) — ହିନ୍ଦୁ ପୁରାଣୋକ୍ତ ଯେଉଁ ଆଠ ଗୋଟି ହସ୍ତୀ ପୃଥିବୀର ଆଠ ଦିଗକୁ ରକ୍ଷା କରୁଅଛନ୍ତି — The eight elephants said to watch the eight points of the compass
  • ସଂ. ବି. (ଦିକ୍+ଗଜ; 6 ଷ୍ଠୀ ତତ୍) — [ଦ୍ର—ପୂର୍ବାଦି କ୍ରମେ ଦିଗ୍ଗଜମାନଙ୍କ ନାମ, ଯଥା—ଐରାବତ (ପୂର୍ବର); ପୁଣ୍ଡରୀକ (ପୂର୍ବ ଦକ୍ଷିଣର); ବାମନ (ଦକ୍ଷିଣର); କୁମୁଦ (ଦକ୍ଷିଣ ପଶ୍ଚିମର); ଅଞ୍ଜନ (ପଶ୍ଚିମର); ପୁଷ୍ପଦନ୍ତ (ପଶ୍ଚିମୋତ୍ତର); ସାର୍ବଭୌମ (ଉତ୍ତରର); ସୁପ୍ରତୀକ (ଉତ୍ତର ପୂର୍ବର)]
  • ବିଣ — ମହାକାୟ — Huge-bodied
  • ବିଣ — ମହା ଶକ୍ତିଶାଳୀ; ଧୁରନ୍ଧର — Very powerful
  • ଦେ. (ବ୍ୟଙ୍ଗାର୍ଥ) ବିଣ — ମହାମୂର୍ଖ — (ironical) Unlettered (person); ignorant; silly
  • ଦେ. (ବ୍ୟଙ୍ଗାର୍ଥ) ବିଣ — (ଯଥା—ଦିଗ୍ଗଜ ପଣ୍ଡିତ।)
  • ବିଣର ବିଣ — ମହା; ଅତ୍ୟନ୍ତ — Very
  • ବିଣର ବିଣ — (ଯଥା—ଦିଗ୍ଗଜ ବିଦ୍ୱାନ।)