ଦିଗୀଶ୍ୱର Digīṡwara

  • ସଂ. ବି. (ଦିକ୍+ଈଶ୍ୱର; 6 ଷ୍ଠୀ ତତ୍) — ଇନ୍ଦ୍ରାଦି ଦଶ ଦିକ୍ପାଳ — The Deities presiding over the 0 quarters of the earth
  • ସଂ. ବି. (ଦିକ୍+ଈଶ୍ୱର; 6 ଷ୍ଠୀ ତତ୍) — ସୂର୍ଯ୍ୟାଦି ଗ୍ରହ — The sun and the other planets