ଦିଗାମ୍ବରୀ Digāmbarī

  • ଦେ. ବି. ପୁଂ — ଋଷି; ବୈଷ୍ଣବ — A sage; an ascetic
  • ଦେ. ବି. ପୁଂ — ଶୁଣି ହୋ ସଭା ଦିଗାମ୍ବରୀ, କର୍ମର ଫଳକୁ ଆଦରି। ଭୂପତି. ନିର୍ଗୁଣ ମାହାତ୍ମ୍ୟ।
  • ଦେ. ବି. ପୁଂ — ଦିଗମ୍ବର ଜୈନ — A sect of Ja̲i̱nas