ଦିଗର କରିଦେବା Digara karidebā

  • ଗ୍ରା. କ୍ରି. (ଇତରଜାତି ଭାଷା) — ଦୁଇଖଣ୍ଡ କରିଦେବା; ଦୁଇଗଡ଼ କରିଦେବା — To cut into two
  • ଗ୍ରା. କ୍ରି. (ଇତରଜାତି ଭାଷା) — ଏକାଚୋଟେକେ ଭାଲୁକୁ ଦିଗରି କରି ଦେବି। କୁନ୍ତଳାକୁମାରୀ. ନଅତୁଣ୍ଡୀ।