ଦିକ୍ପତି Dik-pati
- ସଂ.ବି.—(ଦିକ୍+ପତି; 6 ଷ୍ଠୀ ତତ୍) — ପୂର୍ବ ଆଦି 10 ଦିଗର ରକ୍ଷକ ଦେବଗଣ — ପୂର୍ବ ଆଦି0ଦିଗର ରକ୍ଷକ ଦେବଗଣ—. The ten Deities presiding over or guarding the 0 points of the earth
- ସଂ.ବି.—(ଦିକ୍+ପତି; 6 ଷ୍ଠୀ ତତ୍) — [ଦ୍ର—ଦଶ ଦିକ୍ପତି ଯଥା— 1 । ଇନ୍ଦ୍ର—ପୂର୍ବଦିଗର, 2 । ଯମ—ଦକ୍ଷିଣର, 3 । କୁବେର—ଉତ୍ତରର, 4 । ବରୁଣ— ପଶ୍ଚିମର, 5 । ମରୁତ ବା ବାୟୁ—ବାୟୁ କୋଣର, 6 । ଈଶାନ ବା ଶିବ—ଐଶାନ୍ୟ କୋଣର, 7 । ଅଗ୍ନି—ଅଗ୍ନି କୋଣର, 8 । ନୈର୍ଋତ—ନୈର୍ଋତ କୋଣର, 9 । ବ୍ରହ୍ମା—ଉର୍ଦ୍ଧ୍ୱ ଦିଗର, 1 । ଅନନ୍ତ—ଅଧୋ ଦିଗର।] — [ଦ୍ର—ଦଶ ଦିକ୍ପତି ଯଥା—1 ଇନ୍ଦ୍ର—ପୂର୍ବଦିଗର,2 ଯମ—ଦକ୍ଷିଣର,3 କୁବେର—ଉତ୍ତରର,4 ବରୁଣ— ପଶ୍ଚିମର,5 ମରୁତ ବା ବାୟୁ—ବାୟୁ କୋଣର,6 ଈଶାନ ବା ଶିବ—ଐଶାନ୍ୟ କୋଣର,7 ଅଗ୍ନି—ଅଗ୍ନି କୋଣର,8 ନୈର୍ଋତ—ନୈର୍ଋତ କୋଣର,9 ବ୍ରହ୍ମା—ଉର୍ଦ୍ଧ୍ୱ ଦିଗର,1 ଅନନ୍ତ—ଅଧୋ ଦିଗର]
- ସଂ.ବି.—(ଦିକ୍+ପତି; 6 ଷ୍ଠୀ ତତ୍) — (ମତାନ୍ତରେ) ବ୍ରହ୍ମା ଓ ଅନନ୍ତକୁ ଛାଡ଼ି 8 ଦିଗର 8 ଜଣ ଦିକ୍ପତି — (ମତାନ୍ତରେ) ବ୍ରହ୍ମା ଓ ଅନନ୍ତକୁ ଛାଡ଼ି8ଦିଗର8ଜଣ ଦିକ୍ପତି—. The 8 Deities presiding over the 8 points of the compass
- ସଂ.ବି.—(ଦିକ୍+ପତି; 6 ଷ୍ଠୀ ତତ୍) — (ମତାନ୍ତରେ) ସୂର୍ଯ୍ଯ, ଶୁକ୍ର, ମଙ୍ଗଳ, ରାହୁ, ଶନି, ସୋମ ବୁଧ, ବୃହସ୍ପତି—ପୂର୍ବାଦିକ୍ରମେ ଏହି 8 ଜଣ ଦିକ୍ପାଳ ଗ୍ରହ — (ମତାନ୍ତରେ) ସୂର୍ଯ୍ଯ, ଶୁକ୍ର, ମଙ୍ଗଳ, ରାହୁ, ଶନି, ସୋମ ବୁଧ, ବୃହସ୍ପତି—ପୂର୍ବାଦିକ୍ରମେ ଏହି8ଜଣ ଦିକ୍ପାଳ ଗ୍ରହ—. Eight planets said to preside over the 8 points of the compass