ଦି ଫାଙ୍କୁଡ଼ିଆ Di phāṅkuṟḍ̠iā

  • ଦେ. ବିଣ — ଦୁଇ ଶାଖାବିଶିଷ୍ଟ; ଦୁଇ ଭାଗରେ ବିଭକ୍ତ ହୋଇଥିବା — Split into two; having two branches; with two connected divisions; forked
  • ଦେ. ବିଣ — ପଛ ପଟରେ ଯେଉଁ ଦିଫାଙ୍କଡ଼ିଆ ବୁଢ଼ା ସାହାଡ଼ା ଗଛ ଦେଖୁଛ, ଏଇଟା କଣ ଜାଣ ?—ଫକୀରମୋହନ ଗଳ୍ପ ସ୍ୱଳ୍ପ।