ଦି ପିଠିଆ Di piṭhiā

  • ଦେ. ବିଣ (ସଂ. ଦ୍ୱି+ପୃଷ୍ଠ) — ଦୋରୁଖା; ଯେଉଁ ଲୁଗାର ଦୁଇପିଠି ବା ପାଖର ରଙ୍ଗ ବା ବୁଣା ଏକପ୍ରକାର — (cloth) Having the same colour or texture on both sides
  • ଦେ. ବିଣ (ସଂ. ଦ୍ୱି+ପୃଷ୍ଠ) — ଯେଉଁ ଛାପା କାଗଜର ଦୁଇ ପିଠି ବା ପାଖରେ ଛାପାହୁଏ — (paper) Which is printed on both sides
  • ଦେ. ବିଣ (ସଂ. ଦ୍ୱି+ପୃଷ୍ଠ) — ଯେଉଁ ଘୋଡ଼ା ଜୀନ୍ସବାରି ଓ ଗାଡିଟଣା କାମରେ ଲାଗେ — (horse) Which is used for both driving and riding
  • ଦେ. ବିଣ (ସଂ. ଦ୍ୱି+ପୃଷ୍ଠ) — ଯେଉଁ ବଳଦ ଗାଡ଼ି ଟାଣେ ଓ ହଳରେ ଲାଗେ — (bullock) Which draws the cart as well as the plough