ଦି ପତର Dipatara
- ଦେ. ବିଣ. (ସଂ. ଦ୍ୱି ପତ୍ର) — ଗଜା ଅବସ୍ଥାରୁ ଉତୁରି ପତ୍ର ଧରିବାକୁ ଆରମ୍ଭ କରିଥିବା (ଗଛ) — Budding with two leaves; growing with two leaves
- ଦେ. ବିଣ. (ସଂ. ଦ୍ୱି ପତ୍ର) — ଯେଉଁ ଗଛର ପତ୍ର ସବୁ ଦୁଇ ଦୁଇଟା ହୋଇ ଡେମ୍ପରେ ଲାଗି ହୋଇଥାଏ — (trees) With two leaves on a stem; bifoliate