ଦାୟଗ୍ରସ୍ତ Dāyagrasta
- ସଂ. ବିଣ (ଦାୟ+ଗ୍ରସ୍ତ; ତୃତୀୟା ତତ୍) — ଗୁରୁତର କର୍ତ୍ତବ୍ୟପ୍ରପୀଡ଼ିତ — Involved in discharging an unavoidable duty
- ସଂ. ବିଣ (ଦାୟ+ଗ୍ରସ୍ତ; ତୃତୀୟା ତତ୍) — ଦାୟିତ୍ୱଯୁକ୍ତ — Responsible; liable
- ସଂ. ବିଣ (ଦାୟ+ଗ୍ରସ୍ତ; ତୃତୀୟା ତତ୍) — ଗୁରୁତର ଦୁଃଖରେ ଜଡ଼ିତ — Involved in great troubles