ଦାଢ଼ିଆଣି Dāṟḍ̠ẖiāṇi

  • ଦେ. ବି — ଘଡ଼ିଆଳ କିମ୍ଭୀର — A crocodile with a cup on its snout
  • ଦେ. ବି — ଥଣ୍ଟିଆ କିମ୍ଭୀର — The long snouted alligator; gavial
  • ଦେ. ବି — ଏଠାରେ ଗୋମୁହାଁ କୁମ୍ଭୀରର ଉପଦ୍ରବ ଭାରି, ଦାଢ଼ିଆଣୀ ଘଡ଼ିଆଳ ତ ପଣ ପଣ । ଫକୀରମୋହନ. ଛମାଣ ଆଠଗୁଣ୍ଠ ।