ଦାଢ଼ି ପାଇବା Dāṟḍ̠ẖi pāibā
- ଦେ. ବି — ଦାମୁଡ଼ି ବଳଦର ଦାନ୍ତ ଉଠିବା — The coming out of the teeth of a steer (adult calf)
- ଦେ. ବି — [ଦ୍ର— ବଳଦ ଓ ଗାଈଙ୍କର ଦୁଇ ପାଟିରେ କଳଦାନ୍ତ ଥାଏ, କିନ୍ତୁ ତାହା ବାହାରକୁ ଦେଖାଯାଏ ନାହିଁ । କେବଳ ତଳ ପାଟିରେ ଥିବା 8 ଟି ଦାନ୍ତ ବାହାରକୁ ଦେଖାଯାଏ । ଜନ୍ମବେଳେ ବାଛୁରୀର ଦାନ୍ତ ନ ଥାଏ । କ୍ରମଶଃ ଦାନ୍ତ ଉଠିବାକୁ ଦାନ୍ତିବା ବା ଦାନ୍ତେଇବା କହନ୍ତି । ଯାହାର 2 ଟା, 4 ଟା, 6 ଟା ଦାନ୍ତ ଉଠିଥାଏ ସେ 2 ଟା, 4 ଟା ବା 6 ଟା ଦାନ୍ତିଛି ବୋଲି କହନ୍ତି। 6 ଟା ଦାନ୍ତିଥିବା ବଳଦ କୃଷି ଆଦି କର୍ମ ପାଇଁ ଉପଯୁକ୍ତ। ବଳଦର 8 ଟା ଯାକ ଦାନ୍ତ ଉଠିଲେ 'ବଳଦ ଦାଢ଼ି ପାଇଲା' ବୋଲି ବୋଲାଯାଏ। 6 ଟା ଦାନ୍ତଥିବା ବଳଦକୁ ସଂସ୍କୃତରେ ଷୋଡ଼ନ୍ ବୋଲାଯାଏ ।] — [ଦ୍ର— ବଳଦ ଓ ଗାଈଙ୍କର ଦୁଇ ପାଟିରେ କଳଦାନ୍ତ ଥାଏ, କିନ୍ତୁ ତାହା ବାହାରକୁ ଦେଖାଯାଏ ନାହିଁ କେବଳ ତଳ ପାଟିରେ ଥିବା8ଟି ଦାନ୍ତ ବାହାରକୁ ଦେଖାଯାଏ ଜନ୍ମବେଳେ ବାଛୁରୀର ଦାନ୍ତ ନ ଥାଏ କ୍ରମଶଃ ଦାନ୍ତ ଉଠିବାକୁ ଦାନ୍ତିବା ବା ଦାନ୍ତେଇବା କହନ୍ତି ଯାହାର2ଟା,4ଟା,6ଟା ଦାନ୍ତ ଉଠିଥାଏ ସେ2ଟା,4ଟା ବା6ଟା ଦାନ୍ତିଛି ବୋଲି କହନ୍ତି6ଟା ଦାନ୍ତିଥିବା ବଳଦ କୃଷି ଆଦି କର୍ମ ପାଇଁ ଉପଯୁକ୍ତ ବଳଦର8ଟା ଯାକ ଦାନ୍ତ ଉଠିଲେ 'ବଳଦ ଦାଢ଼ି ପାଇଲା' ବୋଲି ବୋଲାଯାଏ6ଟା ଦାନ୍ତଥିବା ବଳଦକୁ ସଂସ୍କୃତରେ ଷୋଡ଼ନ୍ ବୋଲାଯାଏ ]