ଦାଢ଼ ଖାଇବା Dāṟḍ̠ẖa khāibā

  • ଦେ. କ୍ରି — (ନଦୀ) କୂଳ ଖାଇବା; ଅତଡ଼ା ଖାଇବା — (a river) To wash down the brink; to corrode one bank
  • ଦେ. କ୍ରି — (ଯଥା—ନଈଟା ଏ ବର୍ଷ ପଶ୍ଚିମ ପାଖ ଦାଢ଼ ଖାଇ ଯାଇଛି ।)