ଦାଢ଼ କାଟିବା Dāṟḍ̠ẖa kāṭibā

  • ଦେ. କ୍ରି — ପ୍ରତାପ ଅନୁଭୂତ କରିବା — Having one's might or influence felt by others
  • ଦେ. କ୍ରି — ହୁକୁମ ଚଳିବା — (one's order) To be in force or to obtain
  • ଦେ. କ୍ରି — (ଯଥା—ଆଜି କାଲି ମୁଲକରେ ଗାନ୍ଧୀ ମହାତ୍ମାଙ୍କ ଦାଢ଼ ଭାରି କାଟୁଛି ।)