ଦାଡ଼କ Dāṟḍ̠aka

  • ସଂ. ବି. (ଦାଡ଼ ଧାତୁ ବିଦାରଣ କରିବା+କର୍ତ୍ତୃ. ଅକ) — ଦାନ୍ତ (ହି. ଶବ୍ଦସାଗର) — Tooth
  • ସଂ. ବି. (ଦାଡ଼ ଧାତୁ ବିଦାରଣ କରିବା+କର୍ତ୍ତୃ. ଅକ) — ହିଂସ୍ରଜନ୍ତୁ ଆଦିଙ୍କର ବଡ଼ଦାନ୍ତ — Tusk