ଦାହି (ଧାତୁ) Dāhi (root)

  • ସଂ. (ଦହ୍ ଧାତୁ ଣିଜନ୍ତ) — ଜଳାଇବା — To cause to burn
  • ସଂ. (ଦହ୍ ଧାତୁ ଣିଜନ୍ତ) — ପୋଡ଼ିବା; ନିଆଁ ଲଗାଇବା — To set fire to
  • ସଂ. (ଦହ୍ ଧାତୁ ଣିଜନ୍ତ) — ଭସ୍ମ କରିବା — To reduce to ashes