ଦାହକ ସର୍ପ Dāhaka sarpa
- ଦେ. ବି. (ସଂ. ଦାହକ+ସର୍ପ) — ବଙ୍ଗଦେଶର ସୁନ୍ଦର- ବଣରେ ଦେଖାଯିବା ଏକପ୍ରକାର ସାପ (ଏମାନଙ୍କର ଦଂଶନ କଥା ଦୂରେ ଥାଉ, ଏମାନଙ୍କ ଶରୀର ଯେଉଁ ଗଛ ବା ଘାସ ଆଦିରେ ଲାଗେ ତାହା ପୋଡ଼ିଯାଏ।) — A kind of very poisonous snake found in the Sunderbans of Bengal, the touch of whose body burns or withers trees, plants and grass