ଦାହ ଦେବା Dāha debā

  • ଦେ. କ୍ରି — (ଦେହ) ପୋଡ଼ା ଜଳା କରିବା — To have a burning sensation
  • ଦେ. କ୍ରି — ନନ୍ଦନନ୍ଦନ ଦେହ ଦେଉ ଯେ ଥିବ ଦାହ ଚନ୍ଦନ ପ୍ରଭଞ୍ଜନ କହିଲେ ଗୋ—କବିସୂର୍ଯ୍ୟ. ସଙ୍ଗୀତ।