ଦାସ୍ତାନ Dāstāna

  • ବୈଦେ. ବି. (ଫା.) — ବିବରଣ; ବୃତ୍ତାନ୍ତ; ବର୍ଣ୍ଣନା; ହାଲ୍ — Description
  • ବୈଦେ. ବି. (ଫା.) — ଗୋପାଳ ମୋହର କାଢ଼ିଦେଇ ପାଇବାର ଦାସ୍ତାନ ସବୁ କହିଲା। ଫକୀରମୋହନ. ଗଳ୍ପସ୍ୱଳ୍ପ।