ଦାସୀ ପରିବାରୀ Dāsī paribārī

  • ଦେ. ବି. (ସହଚର) — ପୋଇଲି ଓ ରକ୍ଷିତା ସ୍ତ୍ରୀ — Maid servant and concubine
  • ଦେ. ବି. (ସହଚର) — ଦାସୀ ପରିବାରୀ ପୋଷୀ ହେବେ ନାରଖାଇ। ପ୍ରାଚୀ ଶ୍ରୀଗୁରୁଭକ୍ତ ଗୀତା।
  • ଦେ. ବି. (ସହଚର) — ବହୁ ସଂଖ୍ୟକ ଦାସୀ — A bevy of a maid- servants