ଦାସିକା Dāsikā
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଭୃତ୍ୟା; ଚାକରାଣୀ; ସେବାକାରିଣୀ — A maid servant
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ପୋଇଲୀ; ରକ୍ଷିତା ସ୍ତ୍ରୀ — A kept women; a concubine
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଶ୍ରୂଦ୍ରା — A Ṡūdra women
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଧୀବର; କେଉଟୁଣୀ — A fisher woman
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ନୀଳାମ୍ଲାନ (ହି, ଶବ୍ଦସାଗର) ନୀଳ ବାଣ ଫୁଲ ବା ଗଛ — Nīḻabāṇa flower and tree
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — କାକଜଂଘା (ଦେଖ) — Kākajaṁghā (See)
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଦାସକେରେଣ୍ଟା (ଦେଖ) — Dāsa kereṇṭā (See)
- ସଂ. ବି. ସ୍ତ୍ରୀ. (ଦାସୀ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ବେଦୀ — Pulpit; a raised alter