ଦାଶାର୍ହ Dāṡārha

  • ସଂ. ବିଣ (ଦଶାର୍ହ—ଯଦୁବଂଶ ବା ଦେଶବିଶେଷ+ସମ୍ବନ୍ଧ ବା ଭବାର୍ଥେ. ଅ) — ଦଶାର୍ହ ଦେଶୀୟ — Appertaining to the county named Daṡārha
  • ସଂ. ବିଣ (ଦଶାର୍ହ—ଯଦୁବଂଶ ବା ଦେଶବିଶେଷ+ସମ୍ବନ୍ଧ ବା ଭବାର୍ଥେ. ଅ) — ଯଦୁବଂଶୀୟ — Belonging to the race of the J̄adus
  • ବି. — ଶ୍ରୀକୃଷ୍ଣ — Ṡrīkṛushṇa