ଦାଶରଥି ଦାସ Dāṡarathi dāsa

  • ଦେ. ବି—(ନାମ) — ଜଣେ ଉତ୍କଳୟୀ କବିଙ୍କର ନାମ — Name of an Oria poet
  • ଦେ. ବି—(ନାମ) — [ଦ୍ର—ଏହାଙ୍କର ଜନ୍ମସ୍ଥାନ ପୁରୀଜିଲ୍ଲାର ବାଣପୁର। ଏ ଜାତିରେ ବ୍ରାହ୍ମଣ ଥିଲେ; 'ବ୍ରଜବିହାର' ନାମକ ପାରମାର୍ଥିକ ଗ୍ରନ୍ଥ ଏହାଙ୍କ ଦ୍ୱାରା ପ୍ରଣୀତ। ତାରିଣୀ. ଉତ୍କଳସାହିତ୍ୟର ଇତିହାସ।]