ଦାଶକାଠିଆ Dāṡakāṭhiā
- ପ୍ରାଦେ. (ଗଞ୍ଜାମ) ବି — ହାତରେ ଦାସକାଠି ବଜାଇ ଗୀତ ବୋଲିବା କେତେକ ଜାତିର ଲୋକ — A class of people who earn their bread by playing music on the Dāṡakāṭhi
- ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଦାଶକାଠି ବଜାଇ ଦାଶକାଠିଆ ମାନେ ସଙ୍ଗୀତ, ଝୁଲା, ଚଉପଦୀ, ଚଉତିଶା, ଛାନ୍ଦ, ଆଦି ସବୁ ପ୍ରକାର ଗୀତ ବୋଲନ୍ତି। ସାଧାରଣତଃ ହଳୁଆ ବ୍ରହ୍ମଣମାନେ ଦାଶକାଠି ବଜାନ୍ତି। ଅନ୍ଯାନ୍ୟ ଜାତିର ଲୋକଙ୍କୁ ମଧ୍ୟ ଦାଶକାଠି ବଜାଇବା ଦେଖାଯାଏ।]