ଦାଶ କାଠି Dāṡa kāṭhi
- ପ୍ରାଦେ. (ଗଞ୍ଜାମ) ବି. — ରାମ ତାଳି; କାଠର ଦୁଇଖଣ୍ଡି ଝୁମକା ଲଗା ବାଦ୍ୟ ଯନ୍ତ୍ର — A pair of castanets or wooden clappers
- ପ୍ରାଦେ. (ଗଞ୍ଜାମ) ବି. — [ଦ୍ର—ଏ ଯୋଡ଼ିକୁ ଏକ ହାତରେ ଧରି ହାତକୁ ମୁଠାଇଲେ ଓ ମେଲା କଲେ ଏହା ବାଜେ ଏବଂ ଏହାର ବାଜିବା ତାଳ ଅନୁସାରେ ଗୀତ ବୋଲା ଯାଉ ଥାଏ। କେହି କେହି ଦୁଇ ହାତରେ ଦୁଇ ଯୋଡ଼ା ଦାଳକାଠି ଧରି ଏକ ସମୟରେ ତାଳ ଦେଇ ଗୀତ ବୋଲନ୍ତି।]