ଦାର୍ୱିନ୍ Dārwin
- ବୈଦେ. ବି. (ଇଂ. ନାମ) — ବିଖ୍ୟାତ ବିବର୍ତ୍ତନବାଦ ପ୍ରବର୍ତ୍ତକ ଇଂରାଜ ପଣ୍ଡିତ — Darwin who started the theory of Evolution and the theory of the Survival of the fittest
- ବୈଦେ. ବି. (ଇଂ. ନାମ) — [ଦ୍ର—ଏହାଙ୍କର ମତ ଏହି ଯେ ଜୀବସୃଷ୍ଟି ପ୍ରଥମେ ସାପରୁ ଆରାମ୍ଭ ହୋଇଅଛି; କ୍ରମେ ମାଛ, ପକ୍ଷୀ, ପଶୁ, ବାନର ଓ ମନୁଷ୍ୟ ସୃଷ୍ଟି ହୋଇଅଛି ଏବଂ ଜୀବସୃଷ୍ଟିରେ ଯେ ବଳୁଆ ଓ ଉପଯୁକ୍ତ ହେଲେ ଓ ହେବେ, ସେ ଦୁର୍ବଳ ଓ ନିକୃଷ୍ଟ ଜୀବଙ୍କୁ ନାଶ କରି ନିଜର ବଂଶ ବୃଦ୍ଧି କରିଅଛନ୍ତି ଓ କରିବେ।]