ଦାର୍ଶନିକ Dārṡanika

  • ସଂ. ବିଣ. (ଦର୍ଶନ=ଶାସ୍ତ୍ର+ସମ୍ବନ୍ଧ ଓ ଜ୍ଞାନ ଅର୍ଥରେ. ଇକ) — ଦର୍ଶନ ଶାସ୍ତ୍ର ସମ୍ବନ୍ଧୀୟ — Philosophical; metaphysical
  • ସଂ. ବିଣ. (ଦର୍ଶନ=ଶାସ୍ତ୍ର+ସମ୍ବନ୍ଧ ଓ ଜ୍ଞାନ ଅର୍ଥରେ. ଇକ) — ଦର୍ଶନଶାସ୍ତ୍ରଜ୍ଞ; ଦର୍ଶନଶାସ୍ତ୍ରବେତ୍ତା — Versed in philosophy
  • ସଂ. ବି — ଦାର୍ଶନିକ ପଣ୍ଡିତ — A metaphysician; philosopher