ଦାର୍ଦ୍ଦୁର Dārddura

  • ସଂ. ବିଣ. (ଦାର୍ଦ୍ଦୁର+ସମ୍ବନ୍ଧାର୍ଥେ. ଅ) — ଦର୍ଦ୍ଦୁର ବା ବେଙ୍ଗ ସମ୍ବନ୍ଧୀୟ — Relating to frogs
  • ସଂ. ବି. — ଏକପ୍ରକାର ଦକ୍ଷିଣାବର୍ତ୍ତି ଶଙ୍ଖ — A kind of conch with its spiral diverging to the right hand side
  • ସଂ. ବି. — ଲାକ୍ଷା; ଲାଖ — Shell lac
  • ସଂ. ବି. — ଜଳ — Water