ଦାର୍ ମଦାର୍ Dār madār
- ବୈଦେ. ବି. (ଫା) — ସମ୍ମତି — Agreement
- ବୈଦେ. ବି. (ଫା) — (ଯଥା—ମକଦମାକୁ ରଫା କରିବାକୁ ବାଦୀର ଦାର୍ମଦାର୍ ନାହିଁ।)
- ବୈଦେ. ବି. (ଫା) — ନିର୍ଭର — Dependence; reliance
- ବୈଦେ. ବି. (ଫା) — (ଯଥା—ଏ ବିଷୟ ନିଷ୍ପତ୍ତି କରିବାପାଇଁ ମୋର ତାଙ୍କଠାରେ ଦାର୍ମଦାର୍ ଅଛି।)
- ବୈଦେ. ବି. (ଫା) — ଚୁକ୍ତି — Contract; stipulation
- ବୈଦେ. ବି. (ଫା) — (ଯଥା—ଏ ଜିନିଷକୁ 10 ଟଙ୍କାରେ ବିକ୍ରି କରିବା ପାଇଁ ବାୟା— ମୁସ୍ତରୀ ମଧ୍ୟରେ ଦାର୍ମଦାର୍ ହୋଇ ଯାଇଛି।) — (ଯଥା—ଏ ଜିନିଷକୁ10ଟଙ୍କାରେ ବିକ୍ରି କରିବା ପାଇଁ ବାୟା— ମୁସ୍ତରୀ ମଧ୍ୟରେ ଦାର୍ମଦାର୍ ହୋଇ ଯାଇଛି)
- ବୈଦେ. ବି. (ଫା) — କୌଣସି କାର୍ଯ୍ୟର ଭାର — Charge of a work or matter
- ବୈଦେ. ବି. (ଫା) — ଦାୟିତ୍ୱ — Responsibility