ଦାରୁ ଯନ୍ତ୍ର Dāru j̄antra

  • ସଂ. ବି. (ଦାରୁ+ଯନ୍ତ୍ର; ମ. ପ. ଲୋ. କର୍ମଧା) — ଯନ୍ତ୍ରଚାଳିତ କାଷ୍ଠପୁତ୍ତଳ — wooden doll or puppet moved by mechanism
  • ସଂ. ବି. (ଦାରୁ+ଯନ୍ତ୍ର; ମ. ପ. ଲୋ. କର୍ମଧା) — କାଷ୍ଠ ନିର୍ମିତ ଯନ୍ତ୍ର — Wooden. machine