ଦାରୁ ପୁତ୍ରିକା Dāru putrikā

  • ସଂ. ବି. ସ୍ତ୍ରୀ (ଦାରୁ+ପୁତ୍ର+କ+ସ୍ତ୍ରୀ ଆ) — କାଠ ପିତୁଳା; କାଷ୍ଠର ପୁତ୍ତଳୀ — Wooden image
  • ସଂ. ବି. ସ୍ତ୍ରୀ (ଦାରୁ+ପୁତ୍ର+କ+ସ୍ତ୍ରୀ ଆ) — କାଠ କଣ୍ଢାଇ — Wooden doll